भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Vein

ଶିରା, ନାଡ଼ି

Veinlet

ସୂକ୍ଷ୍ମଶିରା

Velamen

ଜଳକୋଷକ ତ୍ୱଚା

Velum

ଛଦଶେଷ, ବିଚ୍ଛଦ, ପଟ୍ଟକଳା

Venation

ଶିରାବିନ୍ୟାସ, ନାଡ଼ିବିନ୍ୟାସ

Venation-multicostate

ବହୁମଧ୍ୟଶିରା ବିନ୍ୟାସ

Ventation-parallel

ସମାନ୍ତର ଶିରାବିନ୍ୟାସ

Ventation reticulate

ଜାଲକ ଶିରାବିନ୍ୟାସ

Ventation unicostate

ଏକମଧ୍ୟଶିରାବିନ୍ୟାସ

Venose

ଶିରାମୟ

Venter

ଡ଼ିମ୍ବଧାନୀ ମୂଳ

Ventral

ଅଧର, କୁଷୀୟ

Ventral canal cell

କୁକ୍ଷ୍ୟ କୁଲ୍ୟାକୋଷ

Ventral cell

ଅଧରକୋଷା

Ventral suture

କୁକ୍ଷୀୟ ସନ୍ଧି

Ventricose

ସ୍ଫୀତି, କୁବ୍‍ଜାକାର

Vernalization

ବାସନ୍ତୀକରଣ

Vernation

କିସଳୟ ବିନ୍ୟାସ, କଳିକାପର୍ଣ୍ଣବିନ୍ୟାସ

Verrucose

କିଣମୟ

Versatile

ମୁକ୍ତଦୋଳୀ, ପରିଦୋଳୀ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App