भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Semi calyciform

ଅର୍ଦ୍ଧ ଚଷକ ରୂପ

Semi-dominance

ଆଂଶିକ ପ୍ରକଟତା

Semi-petrified

ଅର୍ଦ୍ଧ ଅଶ୍ମୀଭୁତ

Semi-arid

ଅର୍ଦ୍ଧ ଶୁଷ୍କ

Semi-fluidsol

ଅର୍ଦ୍ଧଦ୍ରବ ସଲ, ଅର୍ଦ୍ଧାରୂଢ଼

Semi gamy

ଅର୍ଦ୍ଧଯୁଗ୍ମ

Semi lanceolate

ଆଂଶିକ ବର୍ଚ୍ଛାକାର

Semiferous scale

ବୀଜଧାରୀ ଶଳ୍‍କ

Semini ferous

ବୀଜଧାର

Semi permeable

ଭିନ୍ନଭେଦ୍ୟ, ଅର୍ଦ୍ଧଭେଦ୍ୟ

Semiovate

ଅର୍ଦ୍ଧ ଅଣ୍ଡାକାର

Semisterility

ଅର୍ଦ୍ଧବନ୍ଧ୍ୟତା

Senescence

ଜରା, ବାର୍ଦ୍ଧକ୍ୟ

Senile

ଜୀର୍ଣ୍ଣ (ଅବସ୍ଥା)

Sensitive

ସୁଗ୍ରାହୀ, କାତର, ସ୍ୱକ୍ଷ୍ମଗ୍ରାହିତା, ସମ୍ବେଦନଶୀଳ

Sensitive to touch

ସ୍ପର୍ଶ କାତର

Sensitive plant

ସୁଗ୍ରାହୀ ପାଦପ

Sepal

ବୃତି

Sepaloid

ବୃତି ସଦୃଶ

Separation theory

ପୃଥିକୀକରଣ ବାଦ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App