भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Segregation-effective

ଫଳଦ ପୃଥିକୀକରଣ

Seismonasty

କମ୍ପହର୍ଷ, କକ୍ଷାନୁକୁଞ୍ଚନ

Selection

ମନୋନୟନ, ଉଦବରଣ, ନିର୍ବାଚନ

Selection-intrasexual

ଅନ୍ତର୍ଲିଙ୍ଗୀ ନିର୍ବାଚନ

Selective-adsorption

ନିର୍ବାଚିତ ଅବଚୋଷଣ

Selection uptake

ନିର୍ବାଚିତ ପରିଗ୍ରହଣ

Selectivity

ନିର୍ବାଚିତ, ଉଦ୍‍ବରଣତା

Selfing

ସ୍ୱପରାଗଣ

Self-fertilization

ସ୍ୱଯୁଗ୍ମନ

Self-pollination

ସ୍ୱପରାଗଣ

Self-compatible

ସ୍ୱୟଂ ସମବାସ୍ୟ

Self-incompatible

ସ୍ୱୟଂ ଅସମବାସ୍ୟ

Self-propaggating

ସ୍ୱୟଂ ପ୍ରସାରୀ

Self-replication

ସ୍ୱପ୍ରତିକୃତିକରଣ, ସ୍ୱପ୍ରତିରୂପକରଣ

Self-sterility

ସ୍ୱବନ୍ଧ୍ୟତା

Self-sustaining

ସ୍ୱୟଂପୋଷୀ

Semi-amplexicaul

ଅର୍ଦ୍ଧକ୍ଷ ବେଷ୍ଟନ

Semi-apospory

ଅର୍ଦ୍ଧ ଅରେଣୁ ଜନନ

Semi-aquatic

ଆଂଶିକ ଜଳୀୟ

Semi arboreal

ଆଂଶିକ ବୃକ୍ଷୀୟ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App