भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Scavenge cell

ମାର୍ଜନ କୋଶିକା, ପରିମଳ କୋଶିକା

Scion

କଲମି କରିବାରେ ରୋପିତ ଖଣ୍ଡ

Sciophilous

ଛାୟା ଅନୁରାଗୀ

Schizocarpic

ସ୍ପୋଟ, ଭିଦୁର, ଭେଦଶାଳୀ ସ୍ପୋଟ, ପାଳିସ୍ପୋଟ

Schizogenous

ସ୍ପୋଟକ ଜିନୀୟ

Scleroid

କଠିନ, ଟାଣୁଆ

Sclerenchyma

ଦୃଢ଼ପେଶୀ

Sclerotium

ଟାଣୁଆ କବକ ଜାଲ

Scerotization

କଠିନୀକରଣ, କଠକୀକରଣ

Sclero phyllus

ଦୃଢ଼ପର୍ଣ୍ଣ

Sclerosis

ଦୃଢ଼ରୋଗ, ଟାଣ କରିବା, ରୋଗ

Scorpoid

ବୃଶ୍ଚିକ-କୁଟିଳ

Scorpion

ବୃଶ୍ଚିକ

Scoto active

ତମସ୍କ୍ରିୟ

Scutate

ଢ଼ାଲକ ଆକାର, ଢ଼ାଲକା

Scuttellum

ଢ଼ାଲକ, ବୀଜପତ୍ରଢ଼ାଲ

Scutiform

ଢ଼ାଲାକାର

Secondary

ଅନୁ, ପରବର୍ତ୍ତୀ, ଦ୍ୱିତୀୟକ, ଗୌଣ

Secondary cambium

ଦ୍ୱିତୀୟକ ପ୍ରବର୍ଦ୍ଧକୀ

Secondary growth

ଉତ୍ତର ବୃଦ୍ଧି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App