भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Sarment

ଖର୍ବଧାବକ

Savannah

ସାଭାନା, ତୃଣଭୂମି

Saturation pressure

ପରିପ୍ଲୁକ୍ତ ଚାପ

Scab

ଯାଦୁ

Scabrous

ଯାଦୁରା

Scalariform

ସୋପାନୀ, ଚୋପାଳିଆ

Scalariform conjugation

ସୋପାନୀ ସଂଯୁଗ୍ମନ

Scalariform perforation

ସୋପାନୀ ଚ୍ଛିଦ୍ରଣ

Scalariform thickening

ସୋପାନୀ ସ୍ଥୁଳନ

Scale

କାତି, ଶଳ୍କ, ସ୍କେଲ

Scale leaf

ଶଳ୍କ ପତ୍ର, କାତିପତ୍ର

Scaly blub

ଶଳ୍‍‌କ କନ୍ଦ, କାତିଆକନ୍ଦ

Scale stipulate

ଶୁଳ୍କି ଅନୁପର୍ଣ୍ଣ, କାତିଆ

Scandent

ଆରୋହିଣୀ

Scansorial

ଆରୋହଣ କ୍ଷମ

Scape

ପୁଷ୍ପଦଣ୍ଡ

Scapi florous

ଦଣ୍ଡପୁଷ୍ପୀ

Scar

ଦାଗ, କ୍ଷତଚିହ୍ନ, ତୀଖ

Scarification

ଅକୃନ୍ତନ, ବିଦାରଣ, କ୍ଷତ ସୃଷ୍ଟି କରିବା, କ୍ଷତନ

Scarious

ଶଳକୀ, ତୀଖି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App