भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Osmotic mechanism

ପାରସୃତିକ କ୍ରିୟାବିଧି

Osmotic pressure

ପାରସୃତି ଚାପ

Osmotic shock

ପାରସୃତି ଆଘାତ, ପାରସୃତି ପ୍ରଘାତ

Osmotic potential

ପାରସୃତି ବିଭବ, ପାରସୃତି ସମ୍ପୁର୍ଣ୍ଣ ଶକ୍ତି

Osmotic pull

ପାରସୃତି ଆକର୍ଷଣ

Osmotic regulation

ପାରସୃତି ନିୟନ୍ତ୍ରଣ

Ostiole

ଦ୍ୱାର, ମୁଖ, ତୁଣ୍ଡ

Ostiolate

ଦାରଯୁକ୍ତ, ସରନ୍ଧ୍ରୀ ରନ୍ଧ୍ରଯୁକ୍ତ

Out breeding

ବହିଃ ପ୍ରଜନନ

Out breeding cross

ବହିଃ ପ୍ରଜନନ ସକଂରଣ

Out breeding growth

ବହିଃ ପ୍ରଜନନ ଉପବୃଦ୍ଧି

Outline

ରୂପରେଖ

Oval

ଅଣ୍ଡାକୃତି/ ଅଣ୍ଡୀୟ

Ovary

ଡିମ୍ବାଶୟ

Ovate

ଅଣ୍ଡାକୃତି/ ଅଣ୍ଡାକାର

Overdose

ଅଧିମାତ୍ରା

Over summering

ଗ୍ରୀଷ୍ମାତିଚାର

Over wintering

ଶିତାତିଚାର

Ovule

ଡିମ୍ବକ

Ovuli ferous scale

ଡିମ୍ବକ ଶଳ୍‍କ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App