भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Non-stomatal

ଅଗବାକ୍ଷୀୟ, ଅରନ୍ଧ୍ରୀୟ, ଅସ୍ତୋମୀୟ

Non-symbiotic

ଅସହଜୀବିକ(ତା)

Non-viable

ଜୀବନ ଅକ୍ଷମ

Normal

ସ୍ୱାଭାବିକ

Normal solution

ତୁଲ୍ୟାଙ୍କ ଦ୍ରବଣ

Notate

ଚିତ୍ରାଙ୍କ, ପ୍ରଖାତନ

Notch

କଟା ଦାଗ, ଖାଲ, ଖୋପ

Nuceller beak

ଡିମ୍ବକାଙ୍ଗ ଚଞ୍ଚୁ

Nucellar tissue

ଡିମ୍ବକାଙ୍ଗ ପେଶୀ

Nucellar budding

ଡିମ୍ବକାଙ୍ଗୀ ମୂକୁଳନ

Nucellar cap

ଡିମ୍ବକାଙ୍ଗ ଟୋପି

Nucellar embryo

ଡିମ୍ବକାଙ୍ଗ ଭ୍ରୂଣ

Nucellus

ଡିମ୍ବକାଙ୍ଗ

Nuciform

ଗୁଟିକାରୂପୀ, ଗୁଟିକାକାର

Nuclear

ନ୍ୟଷ୍ଟିକ

Nuclear blebbing

ନ୍ୟଷ୍ଟି ବାହ୍ୟ ଝିଲ୍ଲୀ ପ୍ରବର୍ଦ୍ଧକ

Nuclear capsid

କାପସ୍‍ଡ଼ ନ୍ୟଷ୍ଟି

Nuclear dise

ନ୍ୟଷ୍ଟିପୀଠ

Nuclear hyaloplasm

ନ୍ୟଷ୍ଠି ପ୍ରରସ ତରଳ, ନ୍ୟଷ୍ଟି ପ୍ରରସ ଜୀବନ

Nuclear membrane

ନ୍ୟଷ୍ଟି ଝିଲ୍ଲୀ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App