भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Nodiferous

ଗଣ୍ଠି ପ୍ରସୂ

Nodiform

ଗଣ୍ଠିଳ, ଗଣ୍ଠିଆ

Nodule

ଭାତୁଡ଼ି, ଗଣ୍ଠି, ପିଣ୍ଡକ

Nodulose

ଭାତୁଡ଼ି, ଗଣ୍ଠି, ପିଣ୍ଡକମୟ

Nomenclature

ନାମପଦ୍ଧତି

Nomenclature binomial

ଦ୍ୱିନାମ ପଦ୍ଧତି

Non-adaptive

ଅନ ଅନୁକୂଳନୀ

Non-adaptive variation

ଅନ ଅନୁକୂଳନୀ ବିଭିନ୍ନତା

Non-antigen

ଅପ୍ରତିଜନ

Non-astringent

ଅକଷାୟ

Non-cellular

ଅକୋଷିକ

Non-dividing cell

ଅବିଭାଜୀ କୋଷିକା

Non disjunction

ଅବିଯୋଜନ

Nonendospermic

ଅଭ୍ରୁଣପୋଷ

Nonessential

ଅନାବଶ୍ୟକ, ପରିହାର୍ଯ୍ୟ

Non-flowering plant

ଫୁଲ ଧରୁନଥିବା ଉଦ୍ଭିଦ, ଅପୁଷ୍ପ ପାଦପ, ଅପୁଷ୍ପ ଉଦ୍ଭିଦ

Non-homologous

ଅସମଜାତ, ଅସମ ସ୍ଥାନିଜ

Non-living cell content

ନିରଜୀବ କୋଷଦ୍ରବ୍ୟ

Non-polar

ଅଧ୍ରୁବୀୟ

Non-reducing division

ଅନହ୍ରାସି ବିଭାଜନ/ ସମବିଭାଜନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App