भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Nerved

ଶିରାଳ

Net venation

ଜାଳିକ ଶିଳାବିନ୍ୟାସ

Netted

ଜାଲିତ

Nexus

ସନ୍ଧୀ

Neuter

ନପୁଂସକ, କ୍ଲୀବ

Neutral gene

ନିରପେକ୍ଷ ଜିନ୍‍

Niche

କର୍ମସ୍ଥିତି, ଗୋଷ୍ଠିକ ସ୍ଥିତି

Nightclosure

ନୈଶ ନୀମୀଳନ

Night flower

ନୈଶ ପୁଷ୍ପ

Nitrate reduction

ନାଇଟ୍ରେଟ ବିଜାରଣ

Nitrification

ନାଇଟର ପ୍ରସ୍ତୁତି, ନାଇଟ୍ରି କରଣ

Nitrifying bacteria

ନାଇଟର ପ୍ରସ୍ତୁତକାରୀ ବୀଜାଣୁ, ନାଇଟ୍ରିକାରୀ ବୀଜାଣୁ

Nitrogen assililiation

ଯବକ୍ଷାରଜାନ ଆତ୍ମୀକରଣ

Nitrogen fixation

ନଆଇଟ୍ରୋଜେନ ବିବନ୍ଧନ, ସ୍ଥିରୀକରଣ

Nitrogenous

ଯବକ୍ଷାରୀୟ

Nivalis

ହେମବର୍ଣ୍ଣ, ହେମ

Niveus

ହେମ ଶ୍ୱେତ

Nodal

ଗଣ୍ଠି ସମ୍ବନ୍ଧୀୟ

Node

ଗଣ୍ଠି

Node (inter) internode

ଦୁଇଗୁଣ୍ଠି ମଧ୍ୟରେ ଥିବା ପଗ, ପବ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App