भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Limiting factor

ସୀମିତକ

Limiting layer

ସୀମାସ୍ତର

Limnobiont

ମଧୁର ଜଳ ଶାକାଳୀ

Line

ରେଖା

Line breeding

ରୈଖିକ ପ୍ରଜନନ, ଅନ୍ତଃବଂଶ ପ୍ରଜନନ

Lineage

ବଂଶ ପରମ୍ପରା

Linear

ରେଖାକାର

Linkage

ଲିଙ୍କେଜ୍‍, ସମ୍ବନ୍ଧନ, ଶୃଙ୍ଖଳନ

Linkage map

ସମ୍ବନ୍ଧନ ଚିତ୍ର

Linkae value

ସମ୍ବନ୍ଧିତ ମୂଲ୍ୟ

Lip

ଓଠ

Lipochrome

ଲିପୋକ୍ରୋମ୍‍

Lipid

ଲିପିଡ଼, ମେଦ

Lipolytic enzyme

ମେଦାଭୀ ସନ୍ତ୍ୱରକ

Lipoprotein

ଲିପୋପ୍ରୋଟିନ୍‍, ସ୍ନେହ ପୁଷ୍ଟିକାର

Liipochrome

ଲିପୋକ୍ରୋମ୍‍

Lipoxeny

ପୋଷାକ ବର୍ଜନ

Liposome

ଲାଇପୋଜୋମ୍‍

Lithophyte

ଶୈଳୋଦ୍ଭିଦ

Lithosere

ଶୈଳୋଦ୍ଭିଦକ୍ରମ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App