भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Latent

ଅବ୍ୟକ୍ତ

Latent period

ଅବ୍ୟକ୍ତ କାଳ

Lateral

ପାର୍ଶ୍ୱିକ

Lateral branching

ପାର୍ଶ୍ୱ ଶାଖାନ୍ୟସନ

Laternal bud

ପାର୍ଶ୍ୱକଳିକା

Lateral conjugation

ପାର୍ଶ୍ୱ ସଂଯୁଗ୍ମନ

Lateral root

ପାର୍ଶ୍ୱ ମୂଳ

Lateral vein

ପାର୍ଶ୍ୱ ଶିରା

Laterite

ଗୈରିକା ମୃତ୍ତିକା, ଲାଟେରାଇଟ

Latex

କ୍ଷିରାଳ

Latex cell

କ୍ଷିରାଳ କୋଷ

Latex vessel

କ୍ଷୀର ବାହିକା

Layer of vegetation

ଶାକାଳିସ୍ତର

Layering

ଡ଼ାଳିକଲମି

Leaching

ପ୍ରକ୍ଷରଣ

Leaf

ପତ୍ର

Leaf apex

ପ୍ରତାଗ୍ର

Leaf base

ପତ୍ର ମୂଳ

Leaf blade

ପତ୍ର ଫଳିକା

Leaf bud

କଳିକା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App