भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Embryonic rudiments

ଭ୍ରୁଣ୍ୟାବଶେଷ

Embryonic protophyll

ଭ୍ରୁଣ ଆଦି ପତ୍ର

Embryonic rim

ଭ୍ରୁଣ ଚାପ, ଭ୍ରୁଣ ବଳୟ, ଭ୍ରୁଣ ଚକ୍ର

Embryonic stage

ଭ୍ରୁଣାବସ୍ଥା

Embrynomy

ଭ୍ରୁଣତତ୍ତ୍ୱ

Embryonomic law

ଭ୍ରୁଣତ୍ୱତ୍ତୀୟ ନିୟମ

Embryo plant

ଭ୍ରୁଣୀୟ ଉଦ୍ଭିଦ

Emrgence

ବହିଃ ଆଗମନ, ଉଦ୍‍ଗମନ

Emetic

ବମନୀୟ, ବାନ୍ତିକାରି

Emophyte

ନିମ୍ନଗ୍ନୋଦ୍ଭିଦ, ନିମଜ୍ଜ ଉଦ୍ଭିଦ

Empirical

ଆନୁଭବିକ, ଅଭିଜ୍ଞତାସିଦ୍ଧ

Empty glume

ଅପୁଷ୍ପ ତ୍ରୁଷ

Emulsification

ଅବଦ୍ରବୀକରଣ

Emulsion

ଅବଦ୍ରବଣ

Enation

ଉଜ୍ଜନନ, ବହିଃବର୍ଦ୍ଧିନ

Enaulophilous

ବାଲୁ ଅନୁରାଗୀ

Encapsulate

ସଂପୁଟିତ

Encyst

ପୁଟୀଭୂତ

Encystment

ପୁଟୀଭୂତତା

Endangered species

ବିପନ୍ନ ଜାତି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App