भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Ecological complex

ପରିବେଶୀ ଜଟିଳ

Ecological discontinuity

ପରିବେଶୀ ବିଚ୍ଛିନ୍ନତା

Ecological dynamics

ପରିବେଶୀ ଗତି ବିଜ୍ଞାନ

Ecological efficiency

ପରିବେଶୀ କ୍ଷମତା

Ecological environment

ପରିବେଶୀ ବାତାବରଣ

Ecological equilibrium

ପରିବେଶୀ ସନ୍ତୁଳନ

Ecological equivalence

ପରିବେଶୀ ତୁଲ୍ୟମୂଲ୍ୟତା

Ecological factor

ପରିବେଶୀ କାରକ

Ecological group

ପରିବେଶୀ ବର୍ଗ

Ecological indicator

ପରିବେଶୀ ସୂଚକ

Ecological isolation

ପରିବେଶୀ ନିର୍ଜନତା

Ecological longevity

ପରିବେଶୀ ଆୟୁକାଳ

Ecological map

ପରିବେଶୀ ମାନଚିତ୍ର

Ecological method

ପରିବେଶୀ ବିଧି

Ecological niche

ପରିବେଶୀ ଗୋଷ୍ଠୀସ୍ଥିତି

Ecological optimum

ପରିବେଶୀ ଅନୁକୂଳ

Ecological pyramid

ପରିବେଶୀ ପିରାମିଡ଼/ ଗମ୍ଭୁଜ

Ecological race (ecotype)

ପରିବେଶୀ ଜାତି

Ecological range

ପରିବେଶୀବ୍ୟାପ୍ତ କ୍ଷେତ୍ର

Ecological sociology

ପରିବେଶୀ ସମାଜବିଜ୍ଞାନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App