भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Cellular respiration

କୋଶୀୟ ପ୍ରଶ୍ୱସନ

Cellular structure

କୋଶୀୟ ଗଠନ

Cellular texture

କୋଶୀୟ ବୟନ

Cellular totipottency

କୋଶୀୟ ପୂର୍ଣ୍ଣବିଭବତା

Centriole

କୈନ୍ଦ୍ରିକ

Centromere (kinetochore)

ଗୁଣସୂତ୍ର କେନ୍ଦ୍ର ସେଣ୍ଟ୍ରୋମିୟର

Centrosome

ସେଣ୍ଟ୍ରୋସୋମ, ତାରାକେନ୍ଦ୍ର, ଗୁଣସୂତ୍ର ତନୁ

Coenospecies

ପାରିସ୍ଥିତିକ ଜାତି

Coenozoic era

ସିନୋଜୋଇକ୍‍ କଳ୍ପ

Centifolious

ଶୀତପର୍ଣ୍ଣୀ

Central mother cell

କେନ୍ଦ୍ରୀୟ ମାତୃକୋଶିକା

Centric

ଚକ୍ରୀଳ, କେନ୍ଦ୍ରୀକ

Centrifugal

କେନ୍ଦ୍ରାପଗ, କେନ୍ଦ୍ରପସାରୀ, କେନ୍ଦ୍ରୋପଗ

Centrifuge xylem

କେନ୍ଦ୍ରପସାରି ଜାଇଲେମ୍‍

Centrifuge

କେନ୍ଦ୍ରପସାରି ଯନ୍ତ୍ର ସେଣ୍ଟ୍ରିଫ୍ୟୁଜ୍‍

Centripetal

ଅଭିକେନ୍ଦ୍ରୀ, କେନ୍ଦ୍ରାଭିମୁଖୀ

Centripetal xylem

ଅଭିକେନ୍ଦ୍ରୀ ଜାଇଲେମ୍‍, କେନ୍ଦ୍ରାଭିମୁଖୀ ଜାଇଲେମ୍‍

Cereal

ଶସ୍ୟ

Cemous

ଅଧୋମୁଖୀ

Cemous flower

ଅଧୋମୁଖୀ ପୁଷ୍ପ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App