भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Cell product

କୋଶିକା ଉତ୍ପାଦ୍ୟ

Cell sap

କୋଶିକା ରସ

Cell structure

କୋଶିକା ସଂରଚନା, କୋଶିକା ସଂଗଠନ

Cell theory

କୋଶିକା ତତ୍ତ୍ୱ

Cell vacuole

କୋଶିକା ରସଧାନୀ

Cell wall

କୋଷ ଭିତ୍ତି, କୋଶିକା ପ୍ରାଚୀର/ କାନ୍ଥ, କୋଷ ପ୍ରାଚୀର

Cellobiose

ସେଲୋବିଓଜ୍‍

Cellulose

ସେଲ୍ୟୁଲୋଜ୍‍

Cellulase fibre

ସେଲ୍ୟୁଲୋଜ‍୍ ତନ୍ତୁ

Cellulase fibre

ସେଲ୍ୟୁଲେଜ୍‍

Censer mechanism

ସମୁଚ୍ଛଳ କୌଶଳ

Centric leaf

କୈନ୍ଦ୍ରିକ ପତ୍ର

Cellular

କୋଶାବାନ, କୋଶିୟ (କୋଷୀୟ)

Cellular differntiation

କୋଶାମୟ ବିଭେଦନ

Cellular endesperm

କୋଶୀୟ ଭୃଣପୋଷ

Cellular envelope

କୋଶୀୟ ଆବରଣ

Cellular expansion

କୋଶୀୟ ପ୍ରସାରଣ

Cellular mechanism

କୋଶୀୟ କୌଶ

Cellular organisation

କୋଶୀୟ ବିଧି, କୋଶୀୟ ସଂଗଠନ

Cellular permeability

କୋଶୀୟ ପାରଗମ୍ୟତା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App