भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Cell division

କୋଷ ବିଭାଜନ

Cell doctrine

କୋଶିକା/ କୋଷ ସିଦ୍ଧାନ୍ତ

Cell drug sysytem

କୋଶିକା ଔଷଧ ତନ୍ତ୍ର

Cell dynamics

କୋଶିକା ଗତି ବିଜ୍ଞାନ

Cell fate

କୋଷ ବିଧି

Cell fibre

କୋଷ ତନ୍ତୁ

Cell fraction

କୋଷ ଭଗ୍ନାଶଂ

Cell frequency

କୋଶିକା ପୁନଃପୌନିକତା

Cell fuel

କୋଶିକା ଇନ୍ଧନ

Cell fusion

କୋଶିକା ସଂଯୋଜନ

Cell hybrid

କୋଶିକା ସଙ୍କର (କୋଶିକ=କୋଶିକା-କୋଷ)

Cell inclusion

କୋଶିକା ଅନ୍ତର୍କରଣ

Cell nucleus

କୋଶିକା ନ୍ୟଷ୍ଟି

Cell line

କୋଷ(କୋଷା)ଧାର

Cell lineage

କୋଶିକା ବଂଶପରମ୍ପରା

Cell membrance

କୋଷାଚରଣ, କୋଷକଳା

Cell multiplication

କୋଶିକା ଗୁଣନ

Cell plasm

କୋଶିକା ରସ

Cell proliferation

କୋଶିକା ବହୁଳନ

Cell plate

କୋଶିକଅ ପଟ୍ଟିକା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App