भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Botany (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Carcerulus

କର୍ସେରୁଲସ୍‍

Carcinogen

କର୍କଟ ଜନ

Carina

ନୌତଳ

Carinal

ନୌତଳୀ

Carotene (carotin)

ପୀତକୀ, କାରୋଟିନ

Caretonoid

କାରେଟୋନାଇଡ଼, ପୀତକୀୟ

Carnation

ପୀତବର୍ଣ୍ଣକ, କାର୍ନେସନ, ବର୍ଣ୍ଣବିବର୍ଣ୍ଣନ

Carpel

ଫଳିକା

Carpetting plant

ଆସ୍ତେରଣି ଉଦ୍ଭିଦ

Carpogonium

କଅର୍ପୋଗୋନିୟମ, ଫଳଯୋନି

Carplogy

ଫଳ ବିଜ୍ଞାନ

Carpophagous

ଫଳ ଭକ୍ଷୀ

Carpophore

ଫଳ ଧାରିକା

Carpospore

ଫଳଧାରିକା ରେଣୁ, କାର୍ପୋରେଣୁ

Carposporophyte

କାର୍ପୋରେଣୁପ୍ରସୂ, ଫଳ ଧାରିକାରେଣୁ ପ୍ରସୂ

Carpotropism

ଫଳଧାରିକାଭିମୂଖୀ

Carrier

ବାହକ

Carrying capacity

ବହନ କ୍ଷମତା

Caryopsis

ବୀଜୋପାଙ୍ଗ

Cash crop

ଧନପ୍ରଦ ଫସଲ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App