भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Variance

ଅମେଳ, ମତ ପାର୍ଥକ୍ୟ

Variant

ଭିନ୍ନ ରୂପ, ଭିନ୍ନ ପ୍ରକାର

Variation

ପରିବର୍ତ୍ତନ, ରୂପଭେଦ

Variation in quality

ଗୁଣରେ ପରିବର୍ତ୍ତନ

Variety

ବିଭିନ୍ନତା, କିସମ, ବିଚିତ୍ରା

Vehicle

ଯାନ, ଯାନବାହାନ

Ventilate

ବାୟୁ ଚଳାଚଳ କରିବା, ଜଣାଇବା

Venture

ସାହସିକ ଉଦ୍ୟମ, ସାହସିକ ଉଦ୍ୟମ କରିବା, ବାଜି ଲଗଇବା

Venue

ଘଟମାସ୍ଥଳ, ସଭାସ୍ଥାନ

Veracity

ସତ୍ୟବାଦିତା, ସତ୍ୟତା

Verbal

ମୌଖିକ, ଅଲିଖିତ, ଶବ୍ଦିକ

Verbal agreement

ମୌଖିକରାଜିନାମା

Verbal discussion

ମୌଖିକ ଆଲୋଚନା

Verbal order

ମୌଖିକ ଆଦେଶ

Verbal statement

ମୌଖିକ ବୟାନ

Verbal warning

ମୌଖିକ ଚେତାବନୀ

Verbatim

ଅବିକଳ, ଅକ୍ଷରେ ଅକ୍ଷରେ

Verbatim report

ଅବିକଳ ରିପୋର୍ଟ

Verdict

ନିର୍ଣ୍ଣୟ ଅଧିମତ, ଲୋକମତ, ନିଷ୍ପତି

Verification

ସତ୍ୟାପନ, ସତ୍ୟପ୍ରମାଣନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App