भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Remedial measures

ପ୍ରତିକାରାତ୍ମକ ଉପାୟ

Remedial transfer

ପ୍ରତିକାରତ୍ମକ ସ୍ଥାନାନ୍ତରଣ, ପ୍ରତିକାରାତ୍ମକ ବଦଳି

Reminder

ଅନୁସ୍ମାରକ, ସ୍ମରଣ ପତ୍ର

Remission

ମାଫି, ହ୍ରାସ

Remit

ପଠାଇବା, ମାଫି ଦେବା

Remitee

ପାଇବା ଲୋକ, ପ୍ରାପକ

Remittance

ଟଙ୍କା ପ୍ରେରଣ, ପ୍ରେରିତ ଅର୍ଥ

Remote

ସୁଦୂର, ଦୂରବର୍ତ୍ତୀ, ପରୋକ୍ଷ

Remote control

ପରୋକ୍ଷନିୟନ୍ତ୍ରଣ

Removal

ଅସସାରଣ, ନିଷ୍କାସନ

Remuneration

ପାରିଶ୍ରମିକ, ପାରିତୋଷିକ

Render

ଦେବା, କରାଇବା, ତର୍ଜମା କରିବା, ରୂପାନ୍ତର କରିବା

Renewal

ନବୀକରଣ, ନବାୟନ

Renewal of demand

ଦାବୀ ନବୀକରଣ

Renounce

ତ୍ୟଜିବା, ତ୍ୟାଗ କରିବା

Renovation

ପୁନରୁଦ୍ଧାର କରିବା, ମରାମତି କରିବା

Rent

ଭଡ଼ା, ଖଜଣା, ଘରଭଡ଼ା

Rented space

ଭଡ଼ା ଜାଗା

Reopening

ପୁନଃ ଆରମ୍ଭ

Reorganization

ପୁନଃ ସଙ୍ଗଠନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App