भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Relaxation

ଶିଥିଳୀକରଣ, ଆରାମ

Relaxation of rules

ନିୟମ ଶିଥିଳନ

Release

ଖଲାସ କରିବା, ଉନ୍ନୋଚନ କରିବା, ମୁକ୍ତିଲାଭ କରିବା, ଖଲାସ ଉନ୍ନୋଚନ କରିବା, ବିମୋଚନ, ମୁକ୍ତିଲାଭ କରିବା

Release date

ମୁକ୍ତି ତାରିଖ, ଖରାସ ତାରିଖ

Relevant

ପ୍ରାସଙ୍ଗିକ, ସଙ୍ଗତ, ସମ୍ପୃକ୍ତ

Relevant papers

ପ୍ରାସଙ୍ଗିକ କାଗଜପତ୍ର

Reliable

ଭରସାଯୋଗ୍ୟ, ନିର୍ଭରଯୋଗ୍ୟ

Relief

ଭାରମୁକ୍ତ, ଉପଶମ, ସାହାଯ୍ୟ, ପ୍ରତିକାର, ଆରାମ

Relief and rehabilitation

ସାହାଯ୍ୟ ଓ ଥଇଥାନ

Relief list

ସାହାଯ୍ୟ ତାରିକା

Relief works

ସାହାଯ୍ୟ କାର୍ଯ୍ୟ

Relieve

ଭାରମୁକ୍ତ କରିବା, ଉପଶମ କରିବା, ସାହାଯ୍ୟ କରିବା, ଉଦ୍ଧାର କରିାବ

Reliever

ଭାରମୁକ୍ତକାରୀ ବ୍ୟକ୍ତି, ଭାରମୁକ୍ତକ

Relinquishment

ତ୍ୟାଗ, ହସ୍ତାନ୍ତର

Relinquishment of charge

କାର୍ଯ୍ୟଭାର ହସ୍ତାନ୍ତର

Relocation

ପୁନଃ ସ୍ଥାନ ନିର୍ଦ୍ଧାରଣ, ପୁନଃ ସ୍ଥାନ ନିରୁପଣ

Reluctance

ଅନିଚ୍ଛୁକ, କୁଣ୍ଠିତ, ବିମୁଖ

Remark

ମନ୍ତବ୍ୟ, ମନ୍ତବ୍ୟ ଦେବା

Remarks column

ମନ୍ତବ୍ୟ ସ୍ତମ୍ଭ

Remedial action

ପ୍ରତିକାରାତ୍ମକ କାର୍ଯ୍ୟ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App