भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Reckless

ଅସାବଧାନ, ବେପରୁଆ

Reckon

ଗଣନା କରିବା, ବିଚାର କରିବା

Reckonable service

ବିଚାରଯୋଗ୍ୟ ସେବା

Reclamation

ଆବାଦ, ଜମି ଉଠିଆ, ସଂସ୍କାର ସାଧନ, ଉଦ୍ଧାର

Recognition

ସ୍ୱୀକୃତି, ମାନ୍ୟତା, ସ୍ମରଣ, ଚିହ୍ନା, ପ୍ରତିଷ୍ଠା

Recognized

ଚିହ୍ନିବା, ମାନିବା, ମଂଜୁରି ଦେବା, ସ୍ୱୀକାର କରିବା

Recollect

ସ୍ମରଣ କରିବା, ହେଜିବା

Recommend

ସୁପାରିଶ କରିବା, ଜିମା ଦେବା

Recommendation

ସୁପାରିଶ, ଜିମା

Recommendatory letter

ସୁପାରିଶ କୃତ, ସୁପାରିଶ କରାହୋଇଥିବା

Reconcile

ମିଳାମିଶା କରିବା, ସମାଧାନ କରିବା

Reconciliation

ମିଳାମିଶା, ସମାଧାନ

Reconsideration

ପୁନର୍ବିଚାର

Reconstitution

ପୁନଃନିର୍ମାଣ, ପୁନଃ ସଂଗଠନ

Reconstruction

ପୁନଃନିର୍ମାଣ

Reconstruction of file

ପୁନଃନିର୍ମାଣ ପାଇଲ୍

Record

ଅଭିଲିଖନ କରିବା, ଲେଖି ରଖିବା, ନଥିଭୁକ୍ତ କରିବା, ପୁନଃ ପ୍ରସାରଣ ପାଇଁ ସାଇତି ରଖିବା, ଦଲିଲ, ଦସ୍ତାବିଜ, ନଥି , ଅଭିଲେଖ, କୀର୍ତ୍ତିମାନ ରେକର୍ଡ଼

Record book

ଅଭିଲେଖ ବହି, ରେକର୍ଡ ବହି

Record of service

ସେବାବୃତ୍ତ, ସେବା ରେକର୍ଡ

Recourse

ଶରଣ, ଉପାଶ୍ରୟ, ଉପଚାର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App