भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Rating

ଦର ନିର୍ଦ୍ଧାରଣ, ସ୍ତର ନିର୍ଦ୍ଧାରଣ

Ratio

ଅନୁପାତ, ହାର

Ration

ପଡି, ରସଦ, ପଡି ବାଣ୍ଟିବା

Rational

ଯୁକ୍ତିଯୁକ୍ତ, ଯୁକ୍ତିସଂଗତ, ବିବେକବନ୍ତ, ବିଚାରବନ୍ତ, ସମ୍ବେଦନଶୀଳ

Rationalization

ସୁବ୍ୟବସ୍ଥାକରଣ, ତର୍କ, ସଙ୍ଗତିକରଣ, ଔଚିତ୍ୟ ସ୍ଥାପନ

Ration allowance

ରାସନ ଭତ୍ତା

Raw material

କଞ୍ଚାମାଲ

Raw product

କଚ୍ଚା ଉତ୍ପାଦ

Reaction

ପ୍ରତିକ୍ରିୟା, ପ୍ରତିବେଦନା

Reading

ପଠନ, ଅଧ୍ୟୟନ, ସର୍ବ ସାଧାରଣରେ ଆବୃତ୍ତି, ପାଠ୍ୟବହି, ବ୍ୟାଖ୍ୟା

Readjust

ପୁନଃ ସମାୟୋଜିତ କରିବା

Ready-made plan

ପୂର୍ବ ପ୍ରସ୍ତୁତି ଯୋଜନା

Ready reckoner

ସଦ୍ୟଗଣକ ପୁସ୍ତକ

Real

ବାସ୍ତବ, ପ୍ରକୃତି

Real earning

ପ୍ରକୃତ ଉପାର୍ଜନ

Real estate

ଜମିଜମା, ଅସ୍ଥାବର ସଂପତ୍ତି

Reality

ବାସ୍ତବତା, ଯଥାର୍ଥତା, ପ୍ରକୃତ ଘଟଣା

Realization

ସ୍ପଷ୍ଟରୂପେ ବୁଝିବା, ଯଥାର୍ଥୀନୁଭବ, ନିର୍ଦ୍ଦିଷ୍ଟ ମୂଲ୍ୟରେ

Realize

ଯଥାର୍ଥାନୁଭବ କରିବା, ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି କିରିବା

Reappointment

ପୁନର୍ନିଯୁକ୍ତି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App