भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Mobile

ଭ୍ରାମ୍ୟମାଣ, ଚଳମାନ

Mobility

ଚଳମାନତା, ଗତିଶୀଳତା

Mode

ଢଙ୍ଗ, ପ୍ରକାର

Model

ଆଦର୍ଶ, ପ୍ରତିରୂପ

Moderator

ନିୟାମକ, ସଂଚାଳକ, ଅନୁଶୋଧକ, ଅବଦମକ

Modification

ସଂଯମ, ନିୟମନ, ଅନୁଶୋଧନ, ଅବଦମନ

Modus operandi

କାର୍ଯ୍ୟସାଧନ ପ୍ରଣାଳୀ

Monetary grant

ଆର୍ଥିକ ଅନୁଦାନ

Money

ଧନ, ସଂପଦ, ଟଙ୍କା-ପଇସା, ଅର୍ଥ

Monitor

ପର୍ଯ୍ୟାଲୋଚନ, ବଡ଼ଚାଟ, ମନିଟର

Monogamy

ଏକବିବାହ ପ୍ରଥା

Monogram

ମନୋଗ୍ରାମ, ଗୁଚ୍ଛାକ୍ଷର

Monopoly

ଏକଚାଟିଆ, ଏକାଧିକାର

Monotony

ଏକସ୍ୱରତା, ଏକତାନତା

Monthly tour diary

ମାସିକ ଗ୍ରସ୍ତ-ଡାଏରୀ

Month to month

ମାସକୁ ମାସ

Moral

ନୈତିକ, ନୀତିଶିକ୍ଷା

Morale

ନୈତିକ ବଳ, ଆତ୍ମବିଶ୍ୱାସର ବଳ

Moral turpitude

ନୈତିକ ଭ୍ରଷ୍ଟାଚାର

Moratorium

ପରିଶୋଧ ସ୍ଥଗନ, ଅଧିସ୍ଥଗନ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App