भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Merit

ଯୋଗ୍ୟତା, ଗୁଣ, ଉତ୍କର୍ଷ, ଗୁଣ ସମ୍ପନ୍ନ ହେବା, ଯୋଗ୍ୟ ହେବା

Merit list

ଯୋଗ୍ୟତା ତାଲିକା

Meritorious

ଗୁଣବନ୍ତ, ଗୁଣସଂପନ୍ନ

Merits

ଗୁଣାଗୁଣ

Merit scholarship

ଯୋଗ୍ୟତା ଛାତ୍ରବୃତି

Message

ବାର୍ତ୍ତା, ସନ୍ଦେଶ, ସମ୍ବାଦ

Method

ପଦ୍ଧତି,ପ୍ରବିଧି

Methodology

ପଦ୍ଧତି ଶାସ୍ତ୍ର, ପ୍ରଣାଳୀ ବିଜ୍ଞାନ,

Metropolitan area

ମହାନଗର କ୍ଷେତ୍ର

Middle income group

ମଧ୍ୟମ ଆୟବର୍ଗ

Middleman

ଭଲଲୋକ, ମଧ୍ୟସ୍ଥ, ଦଲାଲ

Midwifery

ପ୍ରସୂତି ବିଦ୍ୟ

Migrant

ପ୍ରବାସୀ, ଦେଶାନ୍ତରୀ

Mileage

ମାଇଲ-ବଡ଼ା, ମାଇଲ ଦୂରତା

Militancy

ଲଡାକୁ ବୃତ୍ତି

Millennium

ସହସ୍ରାବ୍ଦି

Miniature

କ୍ଷୁଦ୍ରକାର, କ୍ଷୁଦ୍ର ରୂପ

Minimum

ନ୍ୟୂନତମ, ନ୍ୟୂନତମ ସଂଖ୍ୟା

Mining

ଖଣି ବିଦ୍ୟା, ଖଣନ

Ministerial

ଲିପିକ ବର୍ଗୀୟ କର୍ମଚାରୀ ସମୂହ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App