भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Measure

ମାପ, ଉପାୟ, କାର୍ଯ୍ୟପନ୍ଥା, ପରିମାଣ, ମାପକ, ମାପିବା

Measurement

ପରିମିତ, ମାପଚୁପ

Measures

କାର୍ଯ୍ୟପନ୍ଥା, ଉପାୟ

Mechanic

ଯାନ୍ତ୍ରିକ, ଯନ୍ତ୍ରବତ୍, ମେକାନିକ୍, କାରିଗର, ମିସ୍ତ୍ରୀ, ଯନ୍ଦ୍ରସାଳ

Mechanical

ଯନ୍ତ୍ରଚାଳିତ, ଯ଼ାନ୍ତ୍ରିକ

Mechanism

ଯନ୍ତ୍ରକ୍ରିୟା, ସଂକ୍ରିୟା, ଯନ୍ତ୍ର ବିନ୍ୟାସ, ଯନ୍ତ୍ରବାଦ

Media

ମାଧ୍ୟମ, ଯୋଗଯୋଗ, ମାଧ୍ୟମ ସଂସ୍ଥା

Mediate

ମଧ୍ୟସ୍ଥତା କରିବା, ମଧ୍ୟସ୍ଥିତ

Medical

ଡାକ୍ତରୀ, ଚିକିତ୍ସାବିଦ୍ୟା ସଂପର୍କୀୟ

Medical benefit

ଚିକିତ୍ସା ସୁବିଧା

Medical examination

ଡାକ୍ତରୀ ପରୀକ୍ଷା

Medico-legal

ନ୍ୟାୟ ବୈଦ୍ୟକ

Medium

ମାଧ୍ୟମ, ମଧ୍ୟମ

Meeting in camera

ଗୁପ୍ତ ବୈଠକ

Member

ସଦସ୍ୟ, ଲୋକ, ସଭ୍ୟ

Memo

ସ୍ମାରକପତ୍ର ଜ୍ଞାପନ

Memorial

ସ୍ମାରକୀ, ସ୍ମାରକୀ ପ୍ରତିଷ୍ଠାନ, ସ୍ମୃତି ରକ୍ଷକ, ସ୍ମୃତି ସମ୍ବନ୍ଧୀୟ

Mental ability

ମାସକିକ ସାମର୍ଥ୍ୟ

Menu

ବ୍ୟଂଜନ ସୂଚୀ

Merger

ବିଲୟନ, ମିଶ୍ରଣ, ଏକୀକରଣ,

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App