भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Mandays

କର୍ମ ଦିବସ, ଶ୍ରମଦାନ ଦିବସ

Manhours

ଶ୍ରମ ଘଣ୍ଟା, ଶ୍ରମ ସମୟ

Manifesto

ଘୋଷଣାପତ୍ର, ଇସ୍ତାହାର

Manipulation

କାରସାଦି, କୂଟକୌଶଳ

Manoeuvre

ଚାଲ କପଟ ଉପାୟ, ଚାଲ୍ କରିବା

Manpower

ଜନଶକ୍ତି, ଲୋବ-ବଳ

Man-to-man ranking

ବ୍ୟକ୍ତିଶଃ ଶ୍ରେଣୀକରଣ

Manual

ହସ୍ତଚାଳିତ, ହସ୍ତକୃତ, ଶାରୀରିକ, ନିୟମ ବହି, ପ୍ରକରଣ ପୁସ୍ତିକା

Manual labour

ଶାରୀରିକ ଶ୍ରମ

Manufacture

ନିର୍ମାଣ କରିବା, ପ୍ରସ୍ତୁତ କରିବା

Manufacturer

ନିର୍ମାତା, ପ୍ରସ୍ତୁତକର୍ତ୍ତା

Manuscript

ପାଶୁଲିପି

Map

ମାନଚିତ୍ର, ମାନଚିତ୍ର ଅଙ୍କିତ

Margin

ଧାରା, ହାସିଆ, ପ୍ରାନ୍ତ, ଅନ୍ତର, ମୁଖ୍ୟ ପାର୍ଥକ୍ୟ

Marginal

ଧାରୀୟ, ଧାରସ୍ଥ, ପ୍ରାନ୍ତିକ, ପାର୍ଶ୍ୱଲିଖିତ, ନାମମାତ୍ର, ଅଳ୍ପ

Marital status

ବୈବାହିକ ସ୍ଥିତି

Marketing

ବିପଣନ

Marketing economy

ବଜାର ଅର୍ଥବ୍ୟବସ୍ଥା

Mark

ଚିହ୍ନ ଦେବା, ଦାଗ ଦେବା, ଲକ୍ଷ୍ୟ କରିବା, ଚିହ୍ନ, ବିଶିଷ୍ଟତା, ମାର୍କ, ଅଙ୍କ, ସୀମା

Marksheet

ଅଙ୍କ ତାଲିକା, ନମ୍ବର ତାଲିକା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App