भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Intolerance

ଅସହିଷ୍ଣୁତା

Intoxication

ନଶା, ମଉତା

Intricacy

ଜଟିଳତା

Intricate

ଜଟିଳ, ଛନ୍ଦାଛନ୍ଦି, ବିଜଡ଼ିତ

Introduce

ଉପସ୍ଥାପନ କରିବା, ପରିଚୟ କରାଇଦେବା, ପ୍ରଚଳନ କରିବା

Introduction

ପ୍ରସ୍ତାବନା, ଉପକ୍ରମ, ପ୍ରବର୍ତ୍ତନ, ଆୟତନ, ପରିଚୟ ପ୍ରଦାନ, ଉପସ୍ଥାପନା

Invalid

ଅକାମୀ, ଅକର୍ମଣ୍ୟ, ଅସିଦ୍ଧ

Invalidity

ଅକର୍ମଣ୍ୟତା

Invariably

ସବୁବେଳେ

Investigation

ଅନୁସନ୍ଧାନ, ତଦନ୍ତ

Investment

ପୁଞ୍ଜିଲଗାଣ, ବିନିଧାନ

Invitation

ନିମନ୍ତ୍ରଣ

Involuntary

ଅନୈଚ୍ଛିକ, ଅନଭିପ୍ରେତ

Involved

ସାମିଲ୍, ଜଡିତ, ସଂଶ୍ଲିଷ୍ଟ

Ipso facto

ତଥ୍ୟତଃ

Ipso jure

ବିଧିତଃ

Irrational

ଅଯୌକ୍ତିକ, ଅବିବେକୀ

Irrecoverable

ଅସୁଲ ଅଯୋଗ୍ୟ, ଅପୁନଃପ୍ରାପ୍ୟ, ଅଭରଣୀୟ

Irregular

ଅନିୟମିତତା, ଅବ୍ୟବସ୍ଥା

Irrelevant

ଅପ୍ରାସଙ୍ଗିକ, ଅସଙ୍ଗତ, ଅବାନ୍ତର

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App