भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Foundation

ମୂଳଭିତ୍ତି, ମୂଳାଧାର, ସ୍ଥାୟୀପାଣ୍ଠି, ମୂଳପାଣ୍ଠି, ପ୍ରତିଷ୍ଠାକରଣ

Fraction

ଖଣ୍ଡ, ଭଗ୍ନାଂଶ

Franchise

ମତାଧିକାର, ଭୋଟ ଅଧିକାର, ମୂଳଢାଞ୍ଚାର ଅଧିକାର

Fraud

ପ୍ରବଞ୍ଚନା, ପ୍ରବଞ୍ଚକ

Free

ମୁକ୍ତ, ସ୍ୱାଧୀନ, ଅବାଧ, ମାଗଣା, ମୁକ୍ତ କରିବା

Freeze

ବରଫ କରିବା, ବରଫ ହେବା, ଅଚଳ କରିବା, ବରଫରେ ସାଇତିବା, ଶୀତଳ-ପେଟିକା, ଘନୀଭୂତ ଅବସ୍ଥା

Freight

ମାଲ ପରିବହନ, ମାଲଭଡ଼ା

Frequency

ବାରମ୍ୱାରତା, ପୌନଃପୁନିକତା

Fuel

ଇନ୍ଧନ, ଜାଳେଣି

Full-scale

ପୂର୍ଣ୍ଣ ବ୍ୟାପକ

Function

କୃତ୍ୟ, କାର୍ଯ୍ୟ, ସମାରୋହ, ଉତ୍ସବ

Fund

ନିଧି, ପାଣ୍ଠି

Fundamentalism

ମୂଳତତ୍ତ୍ୱ ବାଦ

Furnish

ଉପଲବ୍ଧ କରାଇବା, ସଜ୍ଜିତ କରିବା, ଜୁଟାଇବା, ଯୋଗାଇବା

Further action

ଅତିରିକ୍ତ କାର୍ଯ୍ୟ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App