भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Fatigue

କ୍ଳାନ୍ତି

Fault

ଦୋଷ, ତ୍ରୁଟି, ଗଲତି

Favour

ଅନୁଗ୍ରହ, ସପକ୍ଷ, ଅନୁଗ୍ରହ କରିବା, ସମର୍ଥନ କରିବା

Feasibility

ସମ୍ଭାବ୍ୟତା, ସମ୍ଭାବନା, ସାଧ୍ୟତା, କାର୍ଯ୍ୟକାରିତା

Federation

ମହାସଂଘ, ସଂଘ ଶାସନ

Fee

ଫିସ୍, ଫି

Feed back

ପ୍ରତିକ୍ରିଯା, ଘଟଣା ବା ପରୀକ୍ଷଣ ର ପ୍ରତିକ୍ରିଯା

Feeling

ଅନୁଭବ, ମନୋଭାବ, ସଂବେଦନା

Felicitate

ଅଭିନନ୍ଦନ କରିବା

Fellow

ଅଧିସଦସ୍ୟ, ସତୀର୍ଥ, ବୃତ୍ତିଭୋଗୀ ଗବେଷକ, ସହଚର, ସାଥି

Fellowship

ଅଧିସଦସ୍ୟତା, ଅଧିଛାତ୍ରବୃତ୍ତି

Female

ମହିଳା, ମାଈ

Fertile

ଉର୍ବର, ପ୍ରଜନନକ୍ଷମ

Fictitious

ମନଗଢ଼ା

Fidelity

ବିଶ୍ୱସ୍ତତା, ଏକନିଷ୍ଠତା, ଶୁଦ୍ଧତା

Field

କ୍ଷେତ୍ର, ଯୁଦ୍ଧକ୍ଷେତ୍ର, ପଡ଼ିଆ, (କ୍ରିକେଟ) କ୍ଷେତ୍ରରକ୍ଷଣ କରିବା

Figure

ଅଙ୍କ, ଚିତ୍ର, ଆକୃତି

File

ଦାଏର କରିବା, ଦାଖଲ କରିବା, ନଥିରେ ରଖିବା, ଉହାରେ ମାଜିବା, ଧାଡ଼ିବାନ୍ଧି ଯିବା, ନଥି, ଫାଇଲ୍, ଉହା, ଧାଡ଼ି

Filing

ଫାଇଲ କରନା, ନଧିଭୁକ୍ତ କରନା

Film

ଚଳଚ୍ଚିତ୍ର, ଫିଲମ୍, ପତଳା ପରଦା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App