भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Deposit

ଜମା କରିବା, ଜମିବା, ଜମା ଅମାନତ କାଣ୍ଟି

Depot

ଭଣ୍ଡାର, ଡିପୋ, ସେନା ଭଣ୍ଡାର

Depreciation

ମୂଲ୍ୟହ୍ରାସ, ଅବମୂଲ୍ୟନ

Depressed class

ଦଳିତ ଶ୍ରେଣୀ

Deprive

ବଞ୍ଚିତ କରିବା

Deputation

କର୍ମାନ୍ତର ପ୍ରେରଣ, ପ୍ରତିନିଯୁକ୍ତି, ପ୍ରତିନିଧି ଦଳ, ପ୍ରତିନିଧି ପ୍ରେରଣ

Deputation allowance

ପ୍ରତିନିଯୁକ୍ତି ବ୍ୟକ୍ତି

Deputy

ପ୍ରତିନିଧି, ଡେପୁଟି

Deregistered

ବିପଞ୍ଜୀକୃତ

Dereliction of duty

କର୍ତ୍ତବ୍ୟ ଅବହେଳା

Dereservation

ବିସଂରକ୍ଷିତ

Derogation

ମର୍ଯ୍ୟାଦା ହାନି, ହ୍ରାସକରଣ

Derogatory

ମର୍ଯ୍ୟାଦା ହାନିକର, ଅପବାଦସୂଚକ

Derogatory remark

ମର୍ଯ୍ୟାଦାହାନିକର ମନ୍ତବ୍ୟ

Descendant

ସନ୍ତାନ, ବଂଶଧର

Description

ବର୍ଣ୍ଣନା, ଶ୍ରେଣୀ ବା ପ୍ରକାର

Deserving

ଯୋଗ୍ୟ, ଉପଯୁକ୍ତ

Design

ନକ୍ସା, ପରିକଳ୍ପନା, ଅଭିସନ୍ଧି

Designate

ନାମିତ, ନାମିତ କରିବା

Designation

ପଦନାମ, ପଦବୀ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App