भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Deny

ଅସ୍ୱୀକାର କରିବା, ପ୍ରତ୍ୟାଖ୍ୟାନ କରିବା

Depart

ପ୍ରସ୍ଥାନ କରିବା, ଚାଲିଯିବା

Department

ବିଭାଗ

Departmental

ବିଭାଗୀୟ

Departmental action

ବିଭାଗୀୟ କାର୍ଯ୍ୟ

Departmental enquiry

ବିଭାଗୀୟ ଯାଞ୍ଚ

Departmental investigation

ବିଭାଗୀୟ ତଦନ୍ତ

Departmental irregularity

ବିଭାଗୀୟ ଅନିୟମିତତା

Departmental library

ବିଭାଗୀୟ ପାଠାଗାର

Departmental negligence

ବିଭାଗୀୟ ଉପେକ୍ଷା

Departmental permission

ବିଭାଗୀୟ ଅନୁମତି

Departmental qualifying examination

ବିଭାଗୀୟ ଯୋଗ୍ୟ ବିବେଚନା ପରୀକ୍ଷା

Departure

ପ୍ରସ୍ଥାନ, ବ୍ୟତିକ୍ରମ

Dependency certificate

ଆଶ୍ରିତ ପ୍ରମାଣପତ୍ର, ନିର୍ଭରଶୀଳତା ପ୍ରମାଣ ପତ୍ର

Dependent

ଅବଲମ୍ୱିତ, ପରାଧୀନ

Dependent children

ପରାଧୀନ ଛୁଆ

Deploy

ମୁତାୟନ

Deponent

ଅଭିସାକ୍ଷୀ

Deportation

ନିର୍ବାସନ

Depose

ଅଭିସାକ୍ଷ୍ୟ ଦେବା, ପଦଚ୍ୟୁତ କରିବା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App