भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Defaulter

ଖିଲାପକାରୀ, ଗରହାଜିର ବ୍ୟକ୍ତି

Defective

ତ୍ରୁଟିପୂର୍ଣ୍ଣ

Defence

ପ୍ରତିରକ୍ଷା, ପ୍ରତିବାଦ, ରକ୍ଷା, ପ୍ରତିବାଦୀର ଅଭିବଚନ

Defence counsel

ପ୍ରତିରକ୍ଷା ପରାମର୍ଶଦାତା

Defence production

ପ୍ରତିରକ୍ଷା ଉତ୍ପାଦକ

Defendant

ପ୍ରତିବାଦୀ

Defer

ସ୍ଥଗିତ ରଖିବା, ମତ ଅନୁସରଣ କରିବା

Deferred expenditure

ଆସ୍ଥଗିତ ବ୍ୟୟ

Defiance

ଅବଜ୍ଞା, ବେଖାତିର

Deficit

ନିଅଣ୍ଟ

Deficit budget

ନିଅଣ୍ଟିଆ ବଜେଟ୍

Define

ସଂଜ୍ଞା କରିବା, ପରିଭାଷିତ କରିବା, ନିର୍ଦ୍ଦିଷ୍ଟ କରିଦେବା

Defy

ଅବଜ୍ଞା କରିବା, ବେଖାତିର କରିବା

Degradation

ପଦ ହ୍ରାସନ, ଅଧଃପତନ

Degree

ମାତ୍ରା, ଅଂଶ, ଉପାଧି, ଉତ୍ତାପ ପରିମାପକ ଏକକ

Dejure

ବିଧିତଃ

Delay

ବିଳମ୍ୱ କରିବା, ଡେରି କରିବା, କାର୍ଯ୍ୟ ପକେଇ ରଖିବା, ବିଳମ୍ୱ, ଡେରି

Delegate

ଅଧିକାର ଅର୍ପିତ, କ୍ଷମତାପ୍ରାପ୍ତ

Delegated authority

ପ୍ରତ୍ୟାୟୋଜିତ କର୍ତ୍ତୃପକ୍ଷ

Delegation

ପ୍ରତିନିଧି ମଣ୍ଡଳ, ଅଧିକାର ଅର୍ପଣ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App