भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Declared value

ଘୋଷିତ ମୂଲ୍ୟ

Declare on oath

ଶପଥପୂର୍ବକ ଘୋଷଣା

Decode

କୂଟବାଚନ କରିବା

Decontrol

ନିୟନ୍ତ୍ରଣମୁକ୍ତି କରିବା

Decorum

ଶିଷ୍ଟାଚାର, ମର୍ଯ୍ୟାଦା

Decrease

ହ୍ରାସ ହେବା, ହ୍ରାସ

Decree

ଡିକ୍ରି, ଫଏସଲା

Dedication

ଉତ୍ସର୍ଗ, ଉତ୍ସର୍ଗପତ୍ର

Deductible

ବିୟୋଗ ଯୋଗ୍ୟ

Deduction

ସିଦ୍ଧାନ୍ତ, ବିୟୋଗ, କାଟ

Deduction at source

ସ୍ରୋତ କାଟ, ସ୍ରୋତ ବିୟୋଗ

Deduction from salary

ଦରମାରୁ କାଟ

Deed

ଦଲିଲ, କାର୍ଯ୍ୟ

Deed of mortgage

ବନ୍ଧକ ଦଲିଲ୍

Deemed university

ମାନିତ ବିଶ୍ୟବିଦ୍ୟାଳୟ

Deface

ବିରୂପ କରିବା

De facto

କାର୍ଯ୍ୟତଃ

Defalcation

ତୋସରଫ କରିବା

Defamation

ମାନହାନି

Default

ଖିଲାପ, ବ୍ୟତିକ୍ରମ

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App