भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Date of arrival

ଆସିବା ଦିନ, ଆଗମନ ତାରିଖ

Date of birth

ଜନ୍ମ ତାରିଖ

Date of departure

ଯିବା ଦିନ, ପ୍ରସ୍ଥାନ ତାରିଖ

Date of discharge

କାର୍ଯ୍ୟମୁକ୍ତି ତାରିଖ

Date of maturity

ପରିପକ୍ୱତା ତାରିଖ

Date of receipt

ଗ୍ରହଣ କରିବା ତାରିଖ

Date stamp

ତାରିଖୀ ମୋହର

Day scholar

ଅନାବାସୀ ଛାତ୍ର

Day shift

ଦିନବାରି

Days of grace

କୋହଳ ସମୟ, ଅନୁଗ୍ରହ ପ୍ରଦତ୍ତ କାଳ, ରିହତି କାଳ

Day to day work

ଦୈନନ୍ଦିନ, ପ୍ରତିଦିନ

Dead account

ଅଚଳ ହିସାବ, ନିଷ୍କ୍ରିୟ ଖାତା

Dead line

ଅନ୍ତରେଖା, ଅନ୍ତିମ ସମୟ ସୀମା

Deadlock

ଅଚଳାବସ୍ଥା, ଗତିରୋଧ

Dead stock register

ମୃତଡାକ ପଂଜିକା

Dead weight

ଅସହ୍ୟ ଭାର, ସମସ୍ତ ବୋଝ

Deal

ନେଣଦେଣ, ଦର କଷାକଷି

Dealing assistant

ସଂପୃକ୍ତ ସହାୟକ

Dealing

ସଂପୃକ୍ତ, ସଂମ୍ବନ୍ଧିତ

Death anniversary

ପୁଶ୍ୟ ତିଥି

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App