भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Work experience

କାର୍ଯ୍ୟାନୁଭବ

Work force

କାର୍ଯ୍ୟବଳ

Working

କାର୍ଯ୍ୟରତ, କର୍ମଜୀବୀ

Working committee

କାର୍ଯ୍ୟକାରୀ କମିଟି

Working conditions

କର୍ମକାରୀ ସ୍ଥିତି, କାର୍ଯ୍ୟକାରୀ ଅବସ୍ଥା

Working days

କାର୍ଯ୍ୟ ଦିବସ

Working group

କାର୍ଯ୍ୟଦଳ

Working hours

କାମ ବେଳ, କାମ ସମୟ

Working knowledge

କାର୍ଯ୍ୟସଂପଦାନ ଜ୍ଞାନ

Working paper

ଆଧାର ପତ୍ର

Working plan

କାର୍ଯ୍ୟକାରୀ ଯୋଜନା

Working result

କାର୍ଯ୍ୟ ପରିଣାମ

Working rules

କାର୍ଯ୍ୟ ନିୟମ

Working supervisor

କାର୍ଯ୍ୟ ପର୍ଯ୍ୟବେକ୍ଷକ

Workload

କାର୍ଯ୍ୟଭାର

Workman

ଶ୍ରମଜୀବୀ, କାରିଗର

Workmanship

କାରିଗରି, କର୍ମକୌଶଳ

Workmen’s compensation

ଶ୍ରମଜୀବୀ କ୍ଷତିପୂରଣ ଅଧିନିୟମ

Work order

କାର୍ଯ୍ୟାଦେଶ

Workout

ସମ୍ପନ୍ନ କରିବା, (ଅଙ୍କ) କଷିବା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App