भारतीय भाषाओं द्वारा ज्ञान

Knowledge through Indian Languages

Dictionary

Fundamental Administrative Terminology (English-Odia) (CSTT)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Vote

ଭୋଟ, ମତଦାନ, ଭୋଟ ଦେବା, ମତଦାନ କରିବା

Voted

ପ୍ରଦର ମତ

Vote of censure

ନିନ୍ଦାପ୍ରସ୍ତାବ, ପରନିନ୍ଦା ପ୍ରସ୍ତାବ

Vote of thanks

ଧନ୍ୟବାଦ ପ୍ରସ୍ତାବ, ଧନ୍ୟବାଦ୍ୟ ଅର୍ପଣ

Vote on account

ବ୍ୟୟ ମଞ୍ଜୁରୀ ମତଦାନ

Voter

ଭୋଟଦାତା, ମତଦାତା

Voting

ଭୋଟ ଦାନ, ମତ ବାନ

Voting by ballot

ଭୋଟ ଦାନ, ମତ ଦାନ

Voting right

ଭୋଟ ଦାନ ଅଧିକାର, ମତ ଦାନ ଅଧିକାର

Vouched

ସଂପ୍ରମାଣିତ

Voucher

ଭାଉଚର, ସଂପ୍ରମାଣ ପତ୍ର

Vow

ରାଣ, ଦୁହାଇ, ବ୍ରତ, ପ୍ରତିଜ୍ଞା, ରାଣ ପକାଇବା, ଦୁହାଇ ଦେଇ କରିବା

Vulgar

ଅଶିଷ୍ଟ, ଇତର, ଅଶାଳୀନ

Vulnerable

ସୁଭେଦ୍ୟ, ସମାରୋଚ୍ୟ

Vulnerable section (of society)

ସୁଭେଦ୍ୟ ବିଭାଗ

Wage

ମଜୁରି, ଚଳାଇବା

Wage administration

ମଜୁରି ପ୍ରଶାସନ

Wage agreement

ମଜୁରୀ ନାଜିନାମା

Wage board

ବେତନ ବୋର୍ଡ଼

Wage ceiling

ମଜୁରୀର ଅଧିକତମ ସୀମା

Search Dictionaries

Loading Results

Follow Us :   
  Download Bharatavani App
  Bharatavani Windows App